STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ବଂଧୁତ୍ୱ

ବଂଧୁତ୍ୱ

1 min
3.1K

ବଛା ବହି ପରି:ବଂଧୁତ୍ୱ

ଗଭୀର ବଂଧୁତ୍ୱ ର ଢଳ ଢଳ

ଦୁଇ ଆଖି

ଦୁଃଖ ର ଝାଂଜି ଖରା ରେ ଶୁଖି ଆସୁ ଥିବା

ହୃଦୟ ବଖରା ର ଫୁଲ ରେ

ତା'ହାତ ଚଂଦନ ବୋଳି ଦିଏ

ବଂଧୁତ୍ୱ ସବୁଜତ୍ୱ ସବୁଜ ପତ୍ର ରେ

ଆକାଶ ର ଚଂଦନଖଣ୍ଡ

କ୍ଷୀର ରେ ଲହୁଣି ପରି ଜଡ଼ିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract