Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hemanta Kumar Swain

Inspirational

2  

Hemanta Kumar Swain

Inspirational

ବନ୍ଧୁ

ବନ୍ଧୁ

1 min
147


ବନ୍ଧୁ ଟିଏ ପରା ଈଶ୍ୱରର ରୁପ,

ଚାଲିଯାଏ ଯଦି ଜୀବନ ତାପାଈ ଲାଗେ ନାହିଁ ପାପ।

ଜୀବନ ଦବାନବା ବନ୍ଧୁ ଥିଲେ ପରା କୃଷ୍ଣ ଆଉ ସୁଦାମ,

ବନ୍ଧୁତାର ଉଦାହରଣ ଅଛିକି ତାଠୁ ଉତ୍ତମ ।

ଛାତି ଚିରି ପରା ବହେ ବନ୍ଧୁର ରକତ,

ବନ୍ଧୁ ପ୍ରେମ ସଦା ନିର୍ମଳ ଶତପ୍ରତିଶତ ।

ବନ୍ଧୁଙ୍କୁ ପ୍ରଣାମ, ବନ୍ଧୁଙ୍କୁ ସମ୍ମାନ, ବନ୍ଧୁ ଠାରେ ଥାଉ ମନ,

ବନ୍ଧୁ ପ୍ରେମରେ ସଦା କଟୁ ଏ ମୋ ଜୀବନ।



Rate this content
Log in

Similar oriya poem from Inspirational