STORYMIRROR

Hemanta Kumar Swain

Romance

3  

Hemanta Kumar Swain

Romance

ମରୀଚିକା

ମରୀଚିକା

1 min
212


ନିଜର କରି ପ୍ରେମ ଶିଖେଇ ଛାଡ଼ି ଚାଲିଗଲୁ ହାତ,

ଆଜି ମୁଁ ଏକା ସାରା ଦୁନିଆ ଆଗରେ ହୁଏ ଅପମାନିତ।

ଭାବୁଛି ଅଛୁ ମୋ ପାଖରେ ନୁହେଁ ମୁଁ ଏକା, 

ପାଖେ ଯାଇ ଦେଖେ ଖାଲି ମରୀଚିକା।

କାହିଁକି ଆସିଥିଲୁ ଜୀବନେ ମୋର ଛାଡି ଚାଲିଗଲୁ,

ଯିବା ପୂର୍ବରୁ ଥରୁଟେ କହିଯାଇଥାନ୍ତୁ କଣ ଥିଲା ମୋର ଭୁଲ ।

ମରୀଚିକା ଭାବି ଜୀବନ କାଟିବା ଏକା ଏକା,

ମନେ ମନେ ଭାବେ ଟିକେ ହେଇଯାଆନ୍ତି କି ଦେଖା ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance