STORYMIRROR

Hemanta Kumar Swain

Comedy

3  

Hemanta Kumar Swain

Comedy

କୋରନା

କୋରନା

1 min
261

ବାଃ ବାଃ ରେ କୋରନା ତୋର ଇଏ କି ଲୀଳା,

କି ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ ସମସ୍ତକୁ ଦେଲୁ କିଳା ।

ବାଧ୍ୟ କଲୁ ଘରେ ରହିବା ପାଇଁ,

ରୋଗୀ ବାଧ୍ୟ ହେଲେ ବିନା ଔଷଧରେ ମରିବା ପାଇଁ ।

ଲାଗୁଛି ତୃତୀୟ ବିଶ୍ଵ ଯୁଦ୍ଧ ଆରମ୍ଭ ହେଲା ବୋଲି,

ଘରେ ବସି ଦେଖୁଛନ୍ତି ରାମାୟଣ ଆଉ ଶକ୍ତିମାନ ଯେତେ ଥିଲେ ବାରବୁଲା ବରବୁଲୀ ।

ବାହାରକୁ ବାହାରିଲେ କୋରନା ଭୟ ଆଉ ପୁଲିସ ମାଡ଼,

ଘରେ ବସି ଖାଇ ଖାଇ ଗ୍ୟାସ ରେ ଉଡିଲାନି ପାଡ।

ଚୀନ ରୁ ଆରମ୍ଭ ହୋଇ ସବୁ ଦେଶ ବୁଲି ବୁଲି କରୁଛୁ ବିନାଶ,

ଯଦି ତୋର ପେଟ ପୁରି ଯାଇଥାଏ, କରେ ଏ ଖେଳ ଶେଷ ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy