କଲମ ପ୍ରେମ
କଲମ ପ୍ରେମ
1 min
171
ସମୟ ଚକରେ ପେଶି ହୋଇ,
କଲମ ଛାଡ଼ି ମାଉସ ହାତେ ନେଇ,
ଚାଲିଥିଲି ଜୀବନ ଲକ୍ଷ୍ୟ ଖୋଜିବା ପାଇଁ।
ଦେଖିଲି ଚାହିଁ ପଛକୁ ଭାଗ୍ୟ ଲେଖା ମୋ କଲମରେ,
କେବେ ନା କେବେ ପଡ଼ିବାର ଥିଲା କଲମ ପ୍ରେମରେ।
ଯେଉଁ ମଧୁର ଭାବନା ଅଛି କଲମ ରେ,
ତାହା କି ପାଇବା ଆମେ କିବୋର୍ଡ଼ ରେ।
ଦୁନିଆର ଆରମ୍ଭ ଆଉ ଶେଷ ଲେଖା ଏଇ କଲମ ମୁନରୁ,
ତା କି ବୁଝିପାରିବ ଆଜିର ଦୁନିଆ ଡିଜିଟାଲ ଆପରୁ।
