STORYMIRROR

Hemanta Kumar Swain

Others

3  

Hemanta Kumar Swain

Others

କଳା ଠାକୁର

କଳା ଠାକୁର

1 min
196

ଷାଠିଏ ପଉଟିରେ ପୁରେନା ଯାହା ପେଟ,

କେମିତି ସେ ବୁଝିବ ଏକ ଭିକାରୀର ଟାଟ ।

ଯଦି ତୁ ଜଗତର ନାଥ ଜଗନ୍ନାଥ,

ତେବେ କାହିଁକି ତୋ ରାଜ୍ୟରେ ଅଛନ୍ତି ଏତେ ଯେ ଅନାଥ ।

ସବୁ ଜାଣି ସବୁ ଶୁଣି ରହୁଛୁ ଅଜଣା,

ତୋ ଲୀଳା ତୋ କଳା କାହାକୁ ବା ଜଣା ।

ଦୁଃଖ ଭରା ଜୀବନରେ ହେଲେଣି ଅଶାନ୍ତ,

ଆଉ କେତେ ଦୁଃଖ ଲେଖାଅଛି ହେଁ କଳା ସାଆନ୍ତ ।

ଦୁଃଖ ଭାର ପ୍ରଣାମ ଘେନ ହେଁ କଳାବାହୁ,

ତୋରି ଚରଣେ ଶେଷ ଜୀବନ ମୋ କଟିଯାଉ ।


Rate this content
Log in