Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspita Bhuyan

Inspirational

5.0  

Puspita Bhuyan

Inspirational

ବିଶ୍ୱ ହିନ୍ଦୁତ୍ୱ ଦିବସ ଉପଲକ୍ଷେ

ବିଶ୍ୱ ହିନ୍ଦୁତ୍ୱ ଦିବସ ଉପଲକ୍ଷେ

1 min
418



ବିଶ୍ୱ ବନ୍ଧୁତ୍ୱ ଦିବସ ଉପଲକ୍ଷେ...


ସ୍ନେହ ମମତାରେ ବୋଳା

ଏଇ ବନ୍ଧୁତ୍ୱ ଦିବସେ

ଅଜସ୍ର ଶୁଭେଚ୍ଛା 

ମୋର ପ୍ରିୟ ବନ୍ଧୁମାନଙ୍କୁ ।

ସାଙ୍ଗ ସାଥିର ଏ

ନିଆରା ସମ୍ପର୍କେ କେବେ

ନଲାଗୁ ରାଗ ଋଷାର ଛିଟା ।

ରହିବା ଆମେରେ ସୁଖ ଦୁଃଖ ବାଣ୍ଟି ,

ମଜଭୁତ କରି ସମ୍ପର୍କ ଆମ

କୃଷ୍ଣ ସୁଦମାଙ୍କ ପରି ।

ପ୍ରଭୁଙ୍କ କୃପାରୁ

ସଭିଙ୍କ ଜୀବନେ ଭରି ଯାଉ ସୁଖ

ଅବସାଦ ଯାଉ ଦୂର ହୋଇ ,

ଯୁଗ ଯୁଗ ଧରି ବନ୍ଧୁତ୍ୱ ଆମର

ରହି ଥାଉ ଅକ୍ଷୁର୍ଣ୍ଣ ହୋଇ ।



Rate this content
Log in

Similar oriya poem from Inspirational