Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspita Bhuyan

Others

2  

Puspita Bhuyan

Others

ଜୀବନ

ଜୀବନ

1 min
4.3K


ଜୀବନରେ ଆସେ ଝଡଝଞ୍ଜା କେତେ

କେତେଯେ ବାଧା ବାଧକ

ଦିନ ମାସ ବର୍ଷ ଗଡି ଯାଏ ଏଠି

ସମୟ ସହିତ ଦେଇ ତାଳ ,

ଦୁଖଃ ପରେ ସୁଖ ସୁଖ ପରେ ଦୁଖଃ

ଆସଇ ତ ବାରି ବାରି

ଜୀବନ ଟା ଏଠି କଣ୍ଟକିତ ହେଲେ

ବଞ୍ଚିବାକୁ ହୁଏ କଣ୍ଟକରୁ

ସୁଖ ଖୋଜି ଖୋଜି ,

ତଥାପି ଜୀବନ ସୁଖମୟ ହୁଏ

ଯେତେଆସୁ ବାଧା ବିଘ୍ନ

ମଣିଷ ଦଉଡେ ସମୟର ପଛେ

ଏଇ ତ ରହସ୍ୟ ଜୀବନର ।


Rate this content
Log in