STORYMIRROR

Saroj Kumar Jena

Inspirational

2  

Saroj Kumar Jena

Inspirational

ବିଜୁ ବାବୁ ଅମର ରହେ

ବିଜୁ ବାବୁ ଅମର ରହେ

1 min
242


ଉଡ୍ର ଖାରବେଳ ଝଡ଼ର ଇଗଲ

    ତୁମେ ହିଁ କଳିଙ୍ଗ ବୀର ,

ତୁମେ ଭୂମି ପୁତ୍ର ତୁମେ ବର ପୁତ୍ର

     ଉତ୍କଳେ ଜନ୍ମ ଯାହାର ।

ଓଡ଼ିଶା ମାଟିର ମୁଖ୍ୟମନ୍ତ୍ରୀ ବୀର

  ତୁମେ ପ୍ରବାଦ ପୁରୁଷ ,

ତୁମ ବରଦାନେ ଉତ୍କଳ ଜନେ

 ମୁଖେ ଫୁଟିଅଛି ହସ ।



Rate this content
Log in

Similar oriya poem from Inspirational