Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Saroj Kumar Jena

Inspirational


2  

Saroj Kumar Jena

Inspirational


ବିଜୁ ବାବୁ ଅମର ରହେ

ବିଜୁ ବାବୁ ଅମର ରହେ

1 min 143 1 min 143


ଉଡ୍ର ଖାରବେଳ ଝଡ଼ର ଇଗଲ

    ତୁମେ ହିଁ କଳିଙ୍ଗ ବୀର ,

ତୁମେ ଭୂମି ପୁତ୍ର ତୁମେ ବର ପୁତ୍ର

     ଉତ୍କଳେ ଜନ୍ମ ଯାହାର ।

ଓଡ଼ିଶା ମାଟିର ମୁଖ୍ୟମନ୍ତ୍ରୀ ବୀର

  ତୁମେ ପ୍ରବାଦ ପୁରୁଷ ,

ତୁମ ବରଦାନେ ଉତ୍କଳ ଜନେ

 ମୁଖେ ଫୁଟିଅଛି ହସ ।



Rate this content
Log in

More oriya poem from Saroj Kumar Jena

Similar oriya poem from Inspirational