STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

॥ ବିଚିତ୍ର ଜୀବନ॥

॥ ବିଚିତ୍ର ଜୀବନ॥

1 min
121

     

ଏତେ ବଡ଼ ଆକାଶ ରେ

ଏକ଼ଲା ନିରୀହତା ରେ

  ଜଳୁ ଥିବା ତରା ଟେ

 ରାତି ତମାମ଼ ଶ୍ୱାସ ରେ

  ଧକଉ ଥିବା

   ପଡ଼ିଶା ଘର ର

   ବୁଢ଼ି ମା'କୁ

     ମୁଁ କ'ଣ କରି ପାରିଲି !

ଏମିତି ଅଶୁଝା ରହି ଯାଏ

 ସମୟ ଦେଇ ଥିବା

   ସମୟ 

ଘଣ୍ଟା ର ଟିକ଼ ଟିକ଼ ।

ହୃଦୟ ରେ ଦୋଳନ

   ସବୁ ବେଳେ ।

ହଜି ଯିବାର, ହଜେଇ ଦେବାର

 ବଡ଼ ବିଚିତ୍ର

 ଏ ଜୀବନ !

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract