STORYMIRROR

Dr.Prativa manna

Abstract

2  

Dr.Prativa manna

Abstract

ଭୟ

ଭୟ

1 min
420

ମିଶିବାକୁ ଇଛା ଥାଇ

ପାରିଲିନି ମିଶି

ଯିବା ପାଇଁ ଇଛା ଥାଇ

ପାରିଲିନି ଯାଇ


କହିବାକୁ ଇଛା ଥାଇ

ପାରିଲିନି କହି

ଜିତିବାକୁ ଇଛା ଥାଇ

ପାରିଲିନି ଜିତି


ଶୁଣିବାକୁ ଇଛା ଥାଇ

ପାରିଲିନି ଶୁଣି

ଦେଖିବାକୁ ଇଛା ଥାଇ

ପାରିଲିନି ଦେଖି


କାନ୍ଦିବାକୁ ଇଛା ଥାଇ

ପାରିଲିନି କାନ୍ଦି

ହସିବାକୁ ଇଛା ଥାଇ

ପାରିଲିନି ହସି


ଦୁନିଆଠୁ ଦୁରେଇବାକୁ ଇଛା ଥାଇ

ପାରିଲିନି ଦୂରେଇ

କାହିଁକି ନା

ତମକୁ ଭଲ ପାଏ ବୋଲି


କାହିଁକି ନା

ମନରେ ଭୟ ଥାଏ

କହିଦେବ ଯଦି

ଭଲ ପାଓନି ବୋଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Abstract