STORYMIRROR

Pramila Mohanty

Tragedy

3  

Pramila Mohanty

Tragedy

ଭାରି ଦୁଃଖ ଲାଗେ

ଭାରି ଦୁଃଖ ଲାଗେ

1 min
193


ଭାରି ଦୁଃଖ ଲାଗେ

ଶୁଣିଲେ ଦୁଃଖୀ ଜନଙ୍କ

କରୁଣ କାହାଣୀ 

ଆଖି ପଲକରେ 

ଜଳ ଜଳ ଦରଦ

ଚାହାଣୀ

କୋରଡ଼ରେ ଯାଇଛି

ଲୁଚି

ଲାଗେ ସତରେ କିଏ

ଦୁଃଖର ପୋତ

ଅଥଳ ସାଗରେ

ଦେଇଚି ଭସାଇ

ବଞି ରହିବା ଥୟ

କୂଳ ଆଉ ପାଉନାହିଁ

ନିଜ ଇଛା କୁ ନିଜ

ଭିତରେ ଦେଉଛି

ମାରି

ଅନ୍ନ ଜଳ ନେଇଛି

ଛଡାଇ

ସୁଖର ଝର ଦୁଃଖ

ଘୋଣାରେ ପେଶି

ହୋଇଯାଇଛି

ନାହିଁ ତାରି ପାଖେ

ଆଉ କିଛି ଅନୁଭୂତି

ପ୍ରତି ନିଶ୍ବାସ ତାର

କିଛି ବଖାଣି 

ଚାଲିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy