STORYMIRROR

Abhaya Kumar Sarap

Romance Tragedy Action

3  

Abhaya Kumar Sarap

Romance Tragedy Action

ଭାବ୍

ଭାବ୍

1 min
25

^^^^^^^^^^^^^^^^^^^^^^^^^^^^^^^
ସୁଖର୍ ବେଲ୍ କେ ତ ଗୁର୍ହେଇ ହେସନ୍
      ଚାଁଟି ଧାର୍ ଲେଖେଁ ଲୋକ୍,
ଲହଁପି ପଡ୍'ସନ୍ ସଜ୍ ବତର୍ କେ ଦେଖି
     ମେଟାବାର୍ କେ ଗା ଭୋକ୍ ।।
    ଯଦି ଭାବ୍ ଅଛେ ଭାଇ ଚୋକ୍,
ଦୁଖ୍ ବେଲେଁ ଆସି ଆଗ୍'ଡେ ଠିଆ ହେବା
   ନି ଲାଗିପାରେ କେନ୍'ସି ରୋଗ୍ ।।
^^^^^^^^^^^^^^^^^^^^^^^^^^^^^^^
              ଅଭୟ ସରାପ୍
    ଯୋଖିପାଲି,ବିଜେପୁର,ବରଗଡ
°°°°°°°°°°°°°°°°°°°°°°°°°°°°°°°°°°°


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance