STORYMIRROR

ନିରଞ୍ଜନ ନାୟକ

Inspirational

3  

ନିରଞ୍ଜନ ନାୟକ

Inspirational

ବାପା

ବାପା

1 min
371

ବାପା ମୋ ପାଇଁ ସ୍ବର୍ଗ ଠାରୁ ବଡ

ପ୍ରେରଣାର ଉତ୍ସ

ଆଶାର ଆଲୋକ

ବିଜୟର ମୁହୂର୍ତ୍ତ

ସାଉଁଟା ସଜ ଫୁଲ

ବାସ୍ତବର ସ୍ବପ୍ନ 

ହସର ସମୟ

ମୁଠାଏ ଆନନ୍ଦ 

ଚେନାଏ ହସ

ଆଞ୍ଜୁଳାଏ ମମତା

ମୋ ପାଇଁ ପ୍ରଶସ୍ତିଭରା ଶାନ୍ତି 

ଗଭୀର ଆତ୍ମ ବିଶ୍ଵାସ

ସାକ୍ଷାତ ଈଶ୍ବର

ମୋ ବାପା ମୋ ପାଇଁ 

ଚଳନ୍ତି ଠାକୁର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational