ଅନ୍ୟ ଏକ ନୀରବତା
ଅନ୍ୟ ଏକ ନୀରବତା
1 min
346
ପ୍ରେମ ଯେବେ କଣ୍ଟା ହୁଏ ଜୀବନରେ
ପ୍ରତିକ୍ଷଣ ମରିମରି ବଞ୍ଚିବାକୁ ହୁଏ
କ୍ଷତାକ୍ତ ହୁଏ ହୃଦୟ
ନୀରବୀ ଯାଏ ଅନ୍ତରର ଅକୁହା କଥା
ବେଳେବେଳେ,ଜଡ ପାରଟିଯାଏ ଜୀବନ
ଦେହରେ ଫୋଡିହୁଏ ଯେବେ
ପ୍ରେମ ରୂପକ କଣ୍ଟା
ଖେଳିଯାଏ,ସାରା ଶରୀରରେ
ଅନ୍ୟ ଏକ ନୀରବତା ।
ନିରଞ୍ଜନ ନାୟକ
ଟିକିରି(ଗୌଡସାହି)
ରାୟଗଡା 765015
ମୋ-9437317417
Mail Id-niranjannayak6@gmail.com
