Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

L. OJHA

Romance

4  

L. OJHA

Romance

ଅସରନ୍ତି ପ୍ରେମ

ଅସରନ୍ତି ପ୍ରେମ

1 min
358




ଅସରନ୍ତି ଫୁଲ ମତେ ଡାକନ୍ତି ନିତି କୋଳ


କାହା ପାର୍ଶ୍ଵ ଯିବି ବୋଲି ହୁଏ ମୁଁ ପାଗଳ


ଅଜଣା ପ୍ରେମୀ ଟେ ମୁଁ, କାହିଁ ଏତେ ଖୋଜ


ଘର ମୋର ନୁହେଁ ସ୍ଥିର


ପ୍ରେମ ମୋର ନୁହେଁ ଚିର,


ଭଲ ପାଇ ଭୁଲିଯିବା ମୋ ପାଇଁ ସହଜ


ଭ୍ରମରେ ଭ୍ରମିତ ମୁଁ, ପାଗଳ ଭ୍ରମର


ମୁଁ ତୁମର, ମୁଁ ତୁମର, ନୁହେଁ ମୁଁ କାହାର


ଗୋଟେ ଫୁଲ ଝଡିଯାଏ ଯଦି


କାହିଁ କେତେ ଫୁଲ ଫୁଟିବ ନୀତି


ହରାଇବାକୁ ନାହିଁ ଏଠି କିଛି ମୋର


ତୋଳିବି ମୁଁ ଯେ କେତେ ନୂଆ ଘର


ଭ୍ରମରେ ଭ୍ରମିତ ମୁଁ, ପାଗଳ ଭ୍ରମର


ମୁଁ ତୁମର, ମୁଁ ତୁମର, ନୁହେଁ ମୁଁ କାହାର।


Rate this content
Log in

Similar oriya poem from Romance