STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଅସ୍ପଷ୍ଟ ମଂଚ

ଅସ୍ପଷ୍ଟ ମଂଚ

1 min
300

ଯଦି କହିବି : ତମେ ଆସିବା କଥା

କାହାକୁ କହିନି

କିନ୍ତୁ ମୋତେ ଜଣା

ତମେ ବିଶ୍ୱାସ କରିବ

ଏଥି ପାଇଁ ମୋତେ ଆଗରୁ

ନ କହିବା ଲାଗି

ତମକୁ କହିଚି କେତେ ଥର

ମନେ ନ ନ ରଖିବା କଥା କ'ଣ

କେବେ ମୋତେ କହିଚ

ପ୍ରଶ୍ନ ରେ ସାରି ଦେବା ଉତ୍ତର

ସବୁକୁ ହିଁ

କାଂଧେଇଚେ ଆମେ

କାହାକୁ ମୁଁ

କ'ଣ କହିଲି

କେତେବେଳେ?କେଉଁଠି

ତୁଛାଟାରେ ଶଦ୍ଦ ତୋଳିଚୁ ବୋଲି

ଆମର ଟିକେ

ଦୁଃଖ ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract