STORYMIRROR

Prafulla Chandra padhi

Abstract

3  

Prafulla Chandra padhi

Abstract

ଅଶେଷ ଶୋଷ

ଅଶେଷ ଶୋଷ

1 min
206

    

ମୁଁ ମେଘ ଖଣ୍ତେ ହେଇ

     ଖସି ଯାଉଚି ।

ପ୍ରତାରଣା ରଙ୍ଗର ଖରା

   ଚିକ୍ ଚିକ୍ କରୁଚି

  ମହ ମହ ଜହ୍ନରାତି ପରି ।

ବାସେ ମଶାଣୀରୁ

  ଗୀତ ପରିଯନ୍ତ ।

ଧାରୁଆ ସମୟରୁ

   ହଜି ଯାଉ ଥାଏ

ଆୟୂଷର ଗାରିମା,ଫିକା ଫିକା

ଗୀତ ଦିହର ପାଖୁଡ଼ାରେ

 ଝୁଲୁ ଥିବା ଅନାବଶ୍ୟକ

     ଶଦ୍ଦ ସବୁର

  ଅଣ ଦେଖା ଖବର ।

ବିଚିତ୍ର ତାମସା ଚାଲିଚି

ହାଁ କରି ଅନେଇବାର ବେଳ ସବୁ

  ଆହୁରି ଭିଡ଼ି ହେଉଛନ୍ତି ।

ଚୁପ୍ ଚାପ୍ ତାତିର ଶୋଷରେ

  ହସୁ ଥାଏ ମଳୟର

   ସୁ ମିଠା ବାସ୍ନା ॥

      

 


Rate this content
Log in

Similar oriya poem from Abstract