STORYMIRROR

Banasmita Behera

Action Inspirational

2  

Banasmita Behera

Action Inspirational

ଅଫେରା

ଅଫେରା

1 min
130

ମୁକ୍ତ ଆକାଶର ବିହଙ୍ଗ ଭଳି

ଉଡି ଯାଆନ୍ତିକି ଲକ୍ଷ ସ୍ଥଳ କୁ ମୋର,

ନୀଳ ଆକାଶର ବାଦଲ ଟେ ସାଜି

ଭାସି ଯାଆନ୍ତିକି ଦୂର ଦେଶେ ତୋର

ଅଜଣା ଅଚିହ୍ନା ଅତିଥି ସାଜି ମୁଁ

ରହି ଯାଆନ୍ତିକି ହୃଦୟରେ ତୋର।।


ମୋ ମନ କଥା ବୁଝିପାରୁନି

ଚାଲିଗଲୁ କାହିଁ କେତେ ଦୂର,

ଆଜି ବି ବସିଛି ତୋ ପଥ କୁ ଚାହିଁ

କେବେ ଫେରିବୁ ମୋ ଜୀବନ କୁ

ଭରିଦେବା ପାଇଁ ମୋ ସିଂଥିରେ ସିନ୍ଦୁର

ଫେରି ଆସନ୍ତୁନି ସାଜି ଥରେ ଅଫେରା ପଥିକ ସାଜି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action