STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଅନୁତାପ

ଅନୁତାପ

1 min
215


ପାଇଲେ ଅପମାନ ସବୁ

କାଯ୍ଯରେ ଘଟେ ବିଘ୍ନ

ହୃଦୟର ସବୁ ତନ୍ତ୍ର

ହୋଇ ଯାଏ ଅବଶ

ଶରୀରର ରାସାୟନିକ

ଜୈବିକ ପ୍ରକ୍ରିୟା ଯାଏ

  ଜଳି ଜଳି 

ମନ ହୋଇ ଯାଏ ଦୁର୍ବଳ

ରୁଚେନା ଖାଦ୍ୟପେୟ

ଶୁଣି ବାକୁ ଇଚ୍ଛା ହୁଏନା କିଛି

ଲାଗି ଥାଏ ଅଷ୍ଟାଙ୍ଗ 

ଶୀରରେ କିଏ ନିଆଁ

ଲଗେଇ ଦେଇଛି

ପ୍ରତିହିଂସାର ବହ୍ନି ହୋଇ

ଯାଏ ଉଦ୍ରେକ 

ଇଚ୍ଛା ହୁଏ କରିବାକୁ

    ବିଦ୍ରୋହ

ସରେ ନାହିଁ ଦିନ

ଲାଗି ଥାଏ ନିଜକୁ

ଭଗ୍ନ ସ୍ତୁପର ଅଶଂବିଶେଷ

ହଜିଯାଇଛି କି ସତେ ସମ୍ମାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational