STORYMIRROR

Kamalini Devi

Romance

2  

Kamalini Devi

Romance

ଅନୁରାଗ

ଅନୁରାଗ

1 min
770


ତୋ ବଇଁଶୀ ସୁର ଶୁଣି

ଦେଖି ତୋ ନୟନ ଠାଣି

ହୃଦୟ ମୋ ହେଲା ଚୋରି

ପାରିଲି ନାହିଁ ମୁଁ ଜାଣି ।।

ତୋର ଅଧର ରଙ୍ଗ ନାଲି

ଚାହିଁ ସବୁ ଯାଏଁ ଭୁଲି

ମୋ ମୁକତି ପଥ ଏକା

ତୋ ପଦ ପବିତ୍ର ଧୂଳି ।।

କମଳିନୀ ଦେବୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance