Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamalini Devi

Others

2  

Kamalini Devi

Others

ନବ ବର୍ଷ

ନବ ବର୍ଷ

1 min
321



ନବ ବରଷର ହାର୍ଦ୍ଦିକ ଶୁଭେଚ୍ଛା

ଜଣାଏ ମୁଁ ଦେଶବାସୀ

ମଙ୍ଗଳ କରନ୍ତୁ ସେ ମଙ୍ଗଳ

ମୟ

ସତ୍ଯ ଶିବ କାଶିବାସୀ ।।

ଘୁଞ୍ଚିଯାଉ ଦେଶୁ ଦୁର୍ଦ୍ଦିନ ଯେତେ

ଦୁର୍ବିପାକ ର ଲୀଳା

ସର୍ବ ସୁଖେ ରଖି ସଦ୍ ବୁଦ୍ଧି ଦାନ

କରନ୍ତୁ ସେ ଚକାଡୋଳା ।।

ଧନଧାନ୍ୟେ ଭରିଯାଉ ଦେଶ

ଇନ୍ଦିରା ଆଶିଷ ଦାନେ

ବିନାୟକ ବିଦ୍ୟା ଲଭୁ ଏ ମାନବ-

ଜଗତ ପୁତ ପରାଣେ ।।

ଗାୟତ୍ରୀ ଙ୍କ ଜ୍ଞାନ କରୁ

ଆହରଣ

ସଦା ରହୁ ସେ ଜିଜ୍ଞାସୁ

ମାତା ଦଶଭୂଜା ଶକ୍ତି ଦିଅନ୍ତୁ

ଉଦ୍ଧରି ଶୋକ ସନ୍ତାପୁ ।।


କମଳିନୀ ଦେବୀ

ଭୂବନେଶ୍ୱର, ଇଉନିଟ୍ -6


Rate this content
Log in