STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଅଲିଭା ରଂଗ

ଅଲିଭା ରଂଗ

1 min
109

ପୁଲକ ର ଭାଷା

ଏତେ ଛବିଳ

ଇନ୍ଦ୍ରଧନୁ ର ଫୁଲ ସବୁ

ବିଛାଡ଼ି ହେଇ ପଡ଼ି ଥିଲା

ହୃଦୟ ରେ

ହଜାରେ ଗୀତ ର ସୁର

ସପନ ର ଗାଁରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract