STORYMIRROR

Prafulla Chandra padhi

Romance Tragedy

3  

Prafulla Chandra padhi

Romance Tragedy

ଅଧା ବାଟ

ଅଧା ବାଟ

1 min
323

ତମେ ଭୂଲିଲ କି

ମୁଁ _

ସମୟ କହିବ _

ସମୁଦ୍ରେ ଶୋଷ ଥିଲା

ମୋ ମନରେ

ତମକୁ ନିଜର କରିବାର

ଇଚ୍ଛାରେ _

ତମେ ହିଁ ଅଧା ବାଟରୁ

ଉଭା଼ନ଼ ହେଇଗଲ

ଆକାଶରୁ କେଉଁ ତରା

ହଠାତ଼ ଖସିବା ପରି ॥

ଗଛରୁ ଟୁପ଼ ଟାପ଼ ଝଡି ଗଲା

ପତ୍ର ସବୁ ସମୟର

ଭଗ୍ନାଂଶ ହେଇ !

ପ୍ରତାରଣା କିଏ କାହା ସହ କରିଚି

ତମ ସହ ମୁଁ ନା'

ମୋ ସହ ତମେ _

ସମୟ କହିବ ॥



Rate this content
Log in

Similar oriya poem from Romance