Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debendra Mishra

Action

3  

Debendra Mishra

Action

ଅଭି ନବ ପଟ୍ଟନାୟକ

ଅଭି ନବ ପଟ୍ଟନାୟକ

1 min
169


ନବ ଅଭିନବ ଜଗତ ବାନ୍ଧବ 

  ପ୍ରକୃତି ପ୍ରେମୀ ସିନ୍ଧବ

ଆରତ ଜନଙ୍କ ଦରଦୀ ହୃଦୟ

   ବିଶ୍ଵ କଲ୍ୟାଣ ମାଧବ ।


ନୂତନ ବନ୍ଧୁଙ୍କ ଦରଦୀ ହୃଦୟ

  ଜୀବ ପ୍ରତି ଦୟା ଭାବ

ଅଭିନବ ପ୍ରାୟ ଯୁଗ ଉପଯୋଗୀ

   ସଭିଙ୍କ ଠାରେ ସଦ୍ଭାବ ।


ନିରାଶ୍ରୟ ଆଶା ଆଶ୍ରୟ ସୁଦତ୍ତା

   ନିରପେକ୍ଷ ସମ ଭାବ

ନବ ଚେତନାର ନୂତନ ଦିଗନ୍ତ

  ସଦ୍ଭାବ ପ୍ରିୟ ବାନ୍ଧବ ।


ପ୍ରାଚ୍ୟ ଦେଶାନ୍ତର ନୂତନ ସୁରୁଜ

  ସମାଜନେ ସମ ଭାବ

ସତ୍ୟ ସନାତନ ଈଶ୍ୱର ଚିନ୍ତନ

  ଆଶ୍ରୟ ନିତ୍ୟ ମାଧବ ।



Rate this content
Log in

Similar oriya poem from Action