STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଆସ _କବିତା ଲେଖିବା

ଆସ _କବିତା ଲେଖିବା

1 min
158

ମାଟିକୁ ବିକଳ ନୁହେଁ

ସଜଳ କରିବା

ତାରା ଭର୍ତ୍ତି ଶଦ୍ଦ ଝରୁ ଥିବ

କବିତା ଖାତାରୁ

ରଂଗୀନ଼ ଝୋଟି ସବୁ ପଡ଼ୁଥିବ

କଅଁଳ ଆଂଗୁଠି ରେ

ଓଢ଼ଣା ଥିବ , ଅଳତା ଥିବ

ନିବିଡ଼ ବଂଧନ ରେ ଥିବ ମାଟି

ପ୍ରତିଟି ଫୁଲରେ

ଆସ_ ସ୍ପନ୍ଦିତ ପାଖୁଡ଼ା ସବୁକୁ

କାଗଜ ର ଛାତିରେ ଢାଳିବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract