STORYMIRROR

Pareshchandra Das

Comedy

4  

Pareshchandra Das

Comedy

ଆଲୋ ହୁଣ୍ଡି

ଆଲୋ ହୁଣ୍ଡି

1 min
51

ତୋଅର ତୁଣ୍ଡି କି ମୋଅର ତୁଣ୍ଡି

ଉଁ ନେବା ଦେବା ଭୁଲି ଯା ହୁଣ୍ଡି।

ଆଲୋ ମୋ ହୁଣ୍ଡି,,,

ବାରଣ ବି ଉଣ୍ଡା ଉଣ୍ଡି

ବାରଣ ବି କୁଣ୍ଢା କୁଣ୍ଢି

ଯଦି ଉଣ୍ଡେଇ ବୁ

ଖାସ ହେବ ଖଣ୍ଡି ଖଣ୍ଡି ।

ଆଲୋ ହୁଣ୍ଡି

ଜମା ନ ଯାଆ ତଣ୍ଡି

ଜମା ନ ଯାଆ ତଣ୍ଡି

ମାମୁଁ ମାଡ଼ ଆଜି ଥାଆଡ୍ ଡିଗ୍ରୀ ରେ

ଦେଉଛନ୍ତି ଖାଲି ଦଣ୍ଡି ।

ଆଲୋ ହୁଣ୍ଡି,,

ଖୋଲୁ ନାହିଁ ପ୍ରସାଧନ ମଣ୍ଡି

ଖୋଲୁ ନାହିଁ ପ୍ରସାଧନ ମଣ୍ଡି

ଗୋରୀ ସବୁ ଆଜି ଶାବେନି ଦିଶୁଛି

ଘରେ ବସି ଥାଆ ମୁଁହରେ ବାନ୍ଧିକି ତୁଣ୍ଡି

ଆଲୋ ହୁଣ୍ଡି,,,,,

ବଢ଼ି ଯିବ କାଳେ ଗଣ୍ଡି

ବଢ଼ି ଯିବ କାଳେ ଗଣ୍ଡି

ସକାଳେ ସନ୍ଧ୍ୟାରେ ବ୍ୟାୟାମ କରିବୁ

ସବୁ ବେଳେ ଥିବୁ ହେଣ୍ଡି

ଆଲୋ ମୋ ହୁଣ୍ଡି,,,,

ଭଲ କି ଡାକିବୁ ଜଗା କାଳିଆ କୁ

ଜମା ପାରିବନି ଭଣ୍ଡି ।

ଭଲ ସମୟ ତ ଆସିବ ଦିନେରେ

ଉଡ଼ିବ ତାଙ୍କର ଝଣ୍ଡି ।

ଆଲୋ ହୁଣ୍ଡି,,,,,,,,

ଆଲୋ ମୋ ହୁଣ୍ଡି,,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy