STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଆଖି ସୁନ୍ଦର ବୋଲି

ଆଖି ସୁନ୍ଦର ବୋଲି

1 min
160

ଆଖି ସୁନ୍ଦର ବୋଲି

ଦେଲି ଗହଣା

ଗୀତ ପାଶୋରି ଦେଇ ଥିବାରୁ

ମଝି ନଈ ରେ ନଉକା ମୋ

ଟଳ ମଳ

କୁଆଡ଼େ ମୋ ଆଶା

ସୁନ୍ଦର ବୋଲି ଆଖି

ଏତେ ସବୁ ନାଟ

ଛାଟିଲି ଚନ୍ଦନ

ହରିଣ ଦଳ ଶୋଭା ପରି

ସୁନ୍ଦର ଆଖି ର ମାୟା

ଆଖି ସୁନ୍ଦର ବୋଲି

ସିନା

ଏତେ ଛାଟି ପିଟି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract