STORYMIRROR

sipun sahu

Abstract Others

3  

sipun sahu

Abstract Others

ଆହେ ଚକାଡୋଳା

ଆହେ ଚକାଡୋଳା

1 min
282


ଲୁହରେ ଲେଖିଛି ହୃଦୟର ଭାଷା 

ପଢି ନବ ଆହେ ପ୍ରଭୁ l

ରକ୍ଷା କର ଏ କରୋନା ଦାଉରୁ

ଜଗତ ହେଲାଣି କାବୁ..


ଧନୀ ଗରୀବର ଅନ୍ତ ଘଟିଛି 

କରୋନାର ପ୍ରକୋପରେ l

ମଣିଷ ଆଜି ଆତ୍ମହରା ହୁଏ 

ଜୀବନର ଅଭିପ୍ରାୟେ ll


ସତେକି ଆଜି ପକୃତି ତାଣ୍ଡବ

ଖେଳୁଛି ଦୁନିଆ ରଙ୍ଗ ମଞ୍ଚରେ l

ବେଳ ଥାଉ କରୋନାକୁ ବିନାଶ 

କର ହେ ତୁମ ସୁଦର୍ଶନ ଚକ୍ରରେ ll


ଦୟା କର ପ୍ରଭୁ ଦୟାରେ ତୁମର

ଜଗତର ମଙ୍ଗଳ

ତୁମ ବିନା ପ୍ରଭୁ ନାହିଁ ଯେ ଉପାୟ

ରକ୍ଷା କର ରକ୍ଷା କର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sipun sahu

ବାପା

ବାପା

1 min ପଢ଼ନ୍ତୁ

ସାଙ୍ଗ

ସାଙ୍ଗ

1 min ପଢ଼ନ୍ତୁ

ମା

ମା

1 min ପଢ଼ନ୍ତୁ

"ମା"

"ମା"

1 min ପଢ଼ନ୍ତୁ

Similar oriya poem from Abstract