STORYMIRROR

sipun sahu

Others

4  

sipun sahu

Others

ସାଙ୍ଗ

ସାଙ୍ଗ

1 min
632


ସାଙ୍ଗ ବୋଲି ଏଇ ଦୁଇଟି ଅକ୍ଷର 

ଭୂଲେ ନାହିଁ କେହି କେବେ

ସାଙ୍ଗ ଟିଏ ଥିଲେ ସାଥେ ଚାଲୁଥିବ 

ମଶାଣିର ଯୁଇ ଯାକେ ।

ଶୂନ୍ୟତାରେ ସେ ଭରି ଦେଇଥାଏ

ଅସଂଖ୍ୟ ଖୁସିର ସାଗର

ବିପଦ ବେଳେ ସେ ପାଖେରହିଥାଏ

ନ କରି ଟିକିଏ ଦୂର ।

ସାଙ୍ଗର ବ୍ୟାଖ୍ୟାନ କରି ପାରିବନି

ଦୁଇ ପଦର ଏ କବିତା

ଦୁନିଆ ଜାଣିଚି ବନ୍ଧୁ ଟିଏର 

ସ୍ନେହ,ଭଲପାଇବା ଆଉ ମମତା ।

କୃଷ୍ଣ ଆଉ ସୁଦାମାଙ୍କ ସମ୍ପର୍କ

ରହିଛି ଅମର ହୋଇ

ବନ୍ଧୁତା ପରି ପବିତ୍ର ସମ୍ପର୍କ

ଦୁନିଆରେ ସତେ କାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sipun sahu

ବାପା

ବାପା

1 min ପଢ଼ନ୍ତୁ

ସାଙ୍ଗ

ସାଙ୍ଗ

1 min ପଢ଼ନ୍ତୁ

ମା

ମା

1 min ପଢ଼ନ୍ତୁ

"ମା"

"ମା"

1 min ପଢ଼ନ୍ତୁ