STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଆଗକୁ ଚାଲିବା ପାଇଁ

ଆଗକୁ ଚାଲିବା ପାଇଁ

1 min
236

ଅନ୍ୟକୁ ସହଯୋଗ

କରିବା ପାଇଁ

ମୋ ଠୁ ଶିଖିଚି ସେ

ଠିକ଼ କାମ କରିବା ଲାଗି

ମୋ ଠାରୁ ଅଭ୍ୟାସ

କରିଚି ସେ

ତା'କୁ ମୁଁ ଶିଖାଇଚି

ଯଦି ଦୁଇ ଜଣ ଥିବ

ଜଣା ଥିଲେ ମଧ୍ୟ

ତୋତେ ଗଛ ଚଢ଼ା

ଚଢ଼ିବୁନି _ତୋ ସାଂଗକୁ

ଛାଡ଼ି ଭାଲୁ ଆସିଲେ ମଧ୍ୟ


Rate this content
Log in

Similar oriya poem from Abstract