Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arnav Mishra

Abstract Children Stories Children

3  

Arnav Mishra

Abstract Children Stories Children

ଆଦର୍ଶ ଶିକ୍ଷକ

ଆଦର୍ଶ ଶିକ୍ଷକ

1 min
250


ଶିକ୍ଷକତା ନୁହେଁ ମୋର ପେଶା ଏହା ମୋର ନିଶା ।


କାରଣ ମୁଁ ଭଲ ପାଏ କରିବାକୁ ଶିକ୍ଷକତା ଏହା ମୋର ନିଶା, ଶିକ୍ଷକତା ନୁହେଁ ମୋର ପେଶା ।


ଚାହେଁ ନାହିଁ ପ୍ରତିଦାନେ ମୋଟା ଅଙ୍କର ଅର୍ଥ ନାହିଁ ମୋର ଲାଳସା ହେବାକୁ ଶୋଷକ ଶିକ୍ଷକ।


ବୀଣାପାଣି ମାତାଙ୍କର

ଏଯେ ବରଦାନ ଅକୁଣ୍ଠ ଚିତ୍ତରେ ମୁଁ କରେ ଜ୍ଞାନ ଦାନ ।


ଜ୍ଞାନ ଯେତେ କଲେ ଦାନ ବଢ଼ଇ ଯେ ବୁଦ୍ଧି

ଏହାର ପ୍ରଭାବେ ସର୍ବ କାର୍ଯ୍ୟ ହୁଏ ସିଦ୍ଧ ।


 ବିଦ୍ୟାଦାନ କରିବାକୁ କର ଜନେ ନିଶା

ଏହା ବଦଳରେ ଅର୍ଥ ନ କର ପ୍ରତ୍ୟାଶା||


ଶିକ୍ଷା ଦାନ ଅଟେ ମହାପୁଣ୍ୟ ମହା

 ଧର୍ମ ଭାଗ୍ୟ ରେ ଥିଲେ ମିଳେ ଏହି ପୁଣ୍ୟ କର୍ମ ।


ତେଣୁ ବିଦ୍ୟା ମହାଧନ ନାହିଁ ତାର ତୁଳନା ପାର୍ଥିବ ବସ୍ତୁ ରେ ବିଦ୍ୟା ହୁଏ ନାହି ଗଣନା ||


Rate this content
Log in

Similar oriya poem from Abstract