STORYMIRROR

Chandan Kumar Mishra

Inspirational Children

3  

Chandan Kumar Mishra

Inspirational Children

ମାଆ

ମାଆ

1 min
214

ମାଆ ଗୋଟିଏ ଅକ୍ଷରରେ

     ନାମଟି ତୋର ।

ସେହି ଗୋଟିଏ ଅକ୍ଷରରେ 

   ଯୋଡ଼ି ରହିଥାଏ ସମ୍ପର୍କର ଡୋର ।

ଦଶମାସ ଦଶଦିନ ଗର୍ଭରେ ଧାରଣ କରି 

    ଏ ଧରା ପୃଷ୍ଠରେ ଜନମ 

        ଦେଲୁ ତୁ ହିଁ ମୋତେ।

ଛାତି ଚିରି ମୋତେ

କ୍ଷୀର ପିଆଇଲୁ ପୁଣି,

ହାତ ଧରି ମୋତେ

ଚାଲି ଶିଖାଇଲୁ ।।

ତୋ ପଣତ କାନିରେ 

     ଘୋଡ଼ାଇ ରଖିଥିବୁ ମୋତେ ।।

ଏତିକି କରୁଛି ଦଣ୍ଡବତ

        ତୋର ଅଜ୍ଞାନ ପୁତ୍ର।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational