ଶେଷ ଠିକଣା
ଶେଷ ଠିକଣା
େଶଷ ଠିକଣା
“ଆଉ କଣ ଅଛ ି େଯ େସ ଗଁା େର । ଏଇଠି କଣ ସଂାର କରିେଦେଲ ହୁଆା ନ ି । େବାଉ ର େଗାଟାଏ
ଅଯଥା ଜିଦ , ବାପର େଶଷ ଇା ଲା ଗଁା କୁ ଯିେବ । ଏମିତି ତ େକେତ ଇା ତାର, ସବୁ ଇା କଣ
ପୁରା କରିହବ ନା କଣ । ” ମେନ ମେନ ଭୀଷଣ ବିର େହଉେଲ ନିରନ ବାବୁ । ଅଯଥା କଥା ଗୁଡାକ
ନକେଲ ହୁଆାନି । ବାପା ଚିକିସା େର ଏେତ ଗୁଡାଏ ଟା ପାଣି ପରି ଖ କରିବା ପେର େଯମିତି
ନରି ନ ବାବୁ ଆଉ ସଂାର ପାଇଁ ବାପାୁ ଦି ୀ ରୁ ଗଁା ଆଣି ଅଯଥା ଖା େହବା କୁ ଚାହୁଁ ନେଲ । ତା
ଛଡା େସ େସଠି କାହାକୁ ଚି ଛି ି େଯ । ବଡ ବାପା , ବଡ େବାଉ ଆଉ ସୁରନ ଭାଇ ୁ ଛାଡ ି େଦେଲ
େବାଧ ହୁଏ ଆଉ ସମେ ଅଚିା , କିଏ ଆସି ଏ ସମୟେର ତାୁ ସାହାଯ କରିବ । ଆଉ େସ ବା କାହାକୁ
ଚି ଛି ି େଯ , େବାଲଟାଏ ବରାଦ କରିେବ । େହେଲ ବାପୁ ହେରଇବା ପେର , ମନ ଭିତେର ଏେତ
ଗୁଡାଏ ଅସୋଷ ଆଉ ଅଭିେଯାଗ େଲ ବ ି ମା କୁ କହବି ା ଉଚତି ମଣିେଲ ନାହଂି । କଥା େହଲା େକବଳ
ବାପା ଦାହ ସଂାର ଗଁାେର କରିେଦଇ େସମାେନ ପୁଣି ସା କୁ ଦିୀ େଫରି ଆସି େସଠି , ବାକି
କାମତକ କରିେବ । େଯାଜନା ମୁତାବକ ବାପା ଶବ େନଇ ନରି ାନ ବାବୁ ପହି େି ଲ ଦି ୀ ବମି ାନ
ଘାଟେି ର , େସଠି ସା କହେି ଲ ମା ହାତ ଗଣତ ି ଦ ି ଚାରି ଜଣ ବୁ, ନଜି ର ଭୃ ତ , ଆଉ ଅଧନ କମୀ ।
ବାକି ସବୁ ତ ସମେବଦନା ଡାରଖାନା ରୁ ଜେଣଇ ଚାଲିଯାଇେଲ । ବାକି ଯିଏ ଖବର ପାଇେଲ ମିଛ ି ମିଛ ି
କା ଦୁରଭାଷ କେଲ , େଯଉଁେର ନ ଆସିପାରିବାର ଦୁଃଖ ଠାରୁ ବାହାନାର ମାା ଲା ଅକ ।
େଭାର ଚାରିଟା ବିମାନେର ଭୁ ବେନର େର ପହ ି କାଗଜ ପା କାମ ସାରି ସିଧା ଚାଲିେଲ ଗଁା ଅଭିମୁେଖ ।
େଯେତ ଶୀ କମ ସାରି ପୁଣି ସାେର େଫରିବାକୁ େହବ । ଗଁା ଗାଉଁଲି କଥା ସୁରନ ଭାଇ ବୁଝିେନେବନି ।
ପଇସା ପ ଯାହା ଖ େହଉଛ ି େହଉ , େସକୁ ଡର ନାହଂି , ଯଥା ସମୟେର କାମ େହାଇଯିବା ଦରକାର ।
ପାଖ ପା ଦନି ଦଶଟା େବଳକୁ େସମାେନ ପହେି ଲ ଗଁାେର । ସବୁ କିଛ ି ନୂଆ ନୂଆ
ଲାଗୁଥାଏ ତାୁ । େଲାକ ବାକ , ରାା ଘାଟ ସବୁ କିଛ ି ନୂଆ , ପିଲା େବେଳ େବାଧ ହୁଏ ତା େଜେଜବାପା
ଶୁି କମ ସମୟେର ଆସିେଲ େସ । ପଇଁତରି ିଶ ଚାଳଶି ବଷର ଘଟଣା । େଗାଟାଏ ଯୁଗ କହେି ଲ ଭୁ ଲ
େହବନ ି । େସମାନର ଆସିବାର ଖବର ବହୁତ ଆଗରୁ ପହ ି ଯାଇଲା ଗଁାେର । ଗଁା ଟା ଯାକ ଚଳ ଚଳ
, ଗାଡ ି ଗଁା ମୁ େଦଇ ପଶୁ ପଶୁ େଯମତି ି ବଦି ୁତ େବଗେର ଖବର ପହଲି ା ଗଁା ଟା ଯାକ । ଯିଏ େଯଉଁଠି
େଲ ଧାଇଁ ଆସିେଲ ଗାଡ ି ପେଛ ପେଛ । ଦା ଦୁଆର ମୁହ ଁ ଏରୁ ି ବରୁ ଉି ଚାହୁଁେଲ କୁଳ ଭୁ ଆସୁଣୀ ।
ସମ ଆ ଅଶ ଛଳ ଛଳ । ପିଲା ଠାରୁ ବୁଢା ଧାଇଁଆସୁଥାି ଗାଡି ପାଖକୁ । ଜେଣ ଅତି ନିଜର
ସକୀୟ କୁ ହରାଇଲା ଭଳି େକଇ ଣ ଭିତେର ଆେବାରି େନଉଥାି ସଭିଏଁ । େସଇ ଆେବାରିବା ପଣେର
ନା ଥାଏ ର େବାଳା ଦରଦ ନା ଘଷାମଜା ଆୀୟତା । ଅଛ ି େକବଳ ନଛି କ େହ ଆଉ ଭଲ ପାଇବା ,
ଯା’ର ପୂଣ ପବିତାର ଭୁରୁ ଭୁରୁ ସୁଗ ଗଗନ ପବନ କିତ କରୁଥାଏ ତୀଟି ଆର ପୂଣ ଅଶ ଜଳ
ଆଉ ହୃଦୟର ଊାସ ।
କଥା ମୁତାବକ ସମ କାର ଆେୟାଜନ େହାଇସାରିଥାଏ ଆଗରୁ । ସାଇ ଭାଇୁ ସୁରନ ଭାଇ ଆଗରୁ
ଜାଗ ତଆି ର କରି ରଥା ି । ଏେତ ଗୁଡ଼ାଏ କାମ ସାରି ପଣୁ ି ଦି ୀ େଫରିବାକୁ େହବ । ତହୁଁ ଘଡ ି େକଇଟା
ଯାଇଛ ି କି ନାହ େକାେକଇ ବାହାରିଲା ଗଁା ମସାଣି ଆଡକୁ । େସଠି ବ ି ପବୂ ୁତ ି େହାଇ ରହଥି ାଏ ସବୁକିଛ ି ।
ଶବାଧାର ପେଛ ପେଛ ଚାଲି ଥାି ଜାତି ଭାଇ , ହରିନାମ ସତ , ରାମ ନାମ ସତ ଧୂନେର । ହେରକୃ
ହେର ରାମ ସୀନେର ଫାଟି ପଡୁଥାଏ ଗଁା ଦା । ଦା ର ଦୁଇକଡେର ଛଡି ା େହାଇଥା ି ାମବାସୀ ,
ଯିଏ େଯମିତି ଭାବେର ଆ ପୁେରଇ େଦେନବାକୁ ବ । େକେତ େକେତ େଲାକ, େଯଉଁମାନ ନଁା ସୁଧା
ଜାଣ ି ନାହଂି ଅଜାଡ ି େଦଉଥା ି ଅକୁ ସାହାଯ ଆଉ ଆୀୟତା । ଯିବା ବାଟେର ନରି ନ ବାବୁ େଗାଟ ି
େଗାଟି କରି ଲ କରୁଥାି ତିଟି େଲାକୁ । ମେନ ମେନ ଶ କରୁଥାି ନିଜକୁ “ଏ ଦରଦ ଅଜାଡିବାେର
କି ଲାଭ ଏ ମାନର , ଏମାନ ପାଇଁ କଣ କରିଛି େଯ ବାପା ?“ ଏମିତି ଅେନକ ଅବାର ଶର ଉର
େଖାଜୁ େଖାଜୁ ଶବାଧାର ପହଲି ା ଗଁା ମଶାଣୀ େର । ତହୁଁ ବାକି ଯାହା କମ କରିବା ପେର , େକହଜି େଣ
ନରି ନ ବାୁ ମୁଖାି େଦବାପାଇଁ କହେି ଲ । ମୁଖାି େଦଇ ଏକମୁହଁା େହାଇ େଫରୁ ଥା ି ଘରକୁ। ଘରକୁ
େଫରିବା ବାଟେର ଜେଣ ଅଶି ବୟାଅଶି ବଷର ବୃ ବି ନରି ନ ବାବୁ ୁ େବାଧ ଧରି ବାକୁ କହେି ଲ ।
ଆଉ େକଉଁଠୁ ସାଳା ପଡୁଛୁ ଏଥର । ଲାଭ ମାେନ ଉିରଣ େହବା ପରି ମନର ଦ କୁ ଭାି ବାହାରି
ଆସିେଲ େକାହ ଆଉ ଲୁହ ମାେନ । େଫରୁ େଫରୁ େଗାଟାଏ ନିେବାଧ ଶିଶୁଟିଏ ପରି କଇଁ କଇଁ କାୁଥାି
େସ । େବାଧହୁଏ ପାତାପ ର ଅଶ ବହଳ େମାଟେର ଝଋ ଆସୁେଲ ଆ ଦୁଇଧାରୁ ହୃଦୟରୁ
ହୀନମାନତା ଆଉ ଧାନ ସି ର େମାହ କୁ େଧାଇ େଦଉ େଦଉ । େଯଉଁଠି ଜଳ ଜଳ ଦିଶୁେଲ ସକ,
ଭଲପାଇବା ଆଉ ଆପଣାପଣର ନିଛକ େଚେହରା ମାେନ ।
ଗଁା ଉେଶ େର ଭାବି ବା ଅେନକ କଥା େଯମିତି ଭୁଲ ମାଣିତ େହଉଲା ଆଆଗେର। ଜୀବନ
ତମାମ କମ ସାନ େର ବାସ େର ରହ ି ଗଁା କୁ େଶଷ ଠିକଣା ରୂ େପ ବାଛ ି େନବାର ବାପା ନି ତ ି ଖବୁ
ଯଥାଥ ମେନ େହଉଲା େଯମିତ ି । ତହୁଁ ପାତାପ ର ଅଶ େଯମିତ ି ନଗି ିଡ ି ଆସୁଲା ଆହୁରି ଜକ ଜକ
େହାଇ । ତା’ରି ଭିତେର ନିରନ ବାବୁ ବାପାର ସମ କାଯ ଗଁା େର କରିବା ର ନିତି େନଉ େନଉ
େଯମିତି ନିଜର େଶଷ ଠିକଣାର ନିତି େନଇସାରି େଲ େସେତେବଳକୁ । ମଁୁ ହତବିମ ଜଡଓଲା ଟାଏ ପରି
ଗଁା ଆଉ ସହର ଭିତେର ନିଜର ଠିକଣା ଠଉେରଇବାେର ବ ଲି େସେତେବେଳ ।
ଶାରଦା ସାଦ ପରିଡା
ଅାପକ , େମକାନିକାଲ ଇଂଜିନିୟରିଗଂ ,
େକାଣାକ ବିାନ ଏବଂ େବୖଷୟିକ ମହାବିଦାଳୟ , େଖାା
ଇେମଲ – sarada800@gmail.com
େମା -୯୯୩୮୪୩୭୧୪୮
(ାୟୀ ଠିକଣା - ହରିପା , ସଳମା , ଜଗତସିଂହପୁର )