Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Action Inspirational Children

4  

Gangotri Priyadarshini

Action Inspirational Children

ଶିଶୁ ଦିବସ

ଶିଶୁ ଦିବସ

1 min
473


ପ୍ରତିବରଷ ତାରିଖ ଚଉଦ ନଭେମ୍ବର ମାସ

ଚାଚା ନେହେରୁଙ୍କ ଜନ୍ମ ଦିନଟି ଶିଶୁ ଦିବସ ।


ପ୍ରତ୍ୟେକ ଶିଶୁ ଆମ ଭାରତ ଭାଗ୍ୟ ଭବିଷ୍ୟ

ଶିକ୍ଷା ସଂସ୍କାର ସମ୍ପର୍ଣ୍ଣ ହୋଇ ରଖିବେ ଯଶ ।


ଶିଶୁ ବିକାଶରେ ଦେଶ ସମୃଦ୍ଧି ମନେ ରଖିବା

କୋମଳମତି ପ୍ରାଣ ଏ ଶିଶୁ ଯତ୍ନେ ଗଢ଼ିବା ।


ଶିଶୁ ସ୍ଥିତି ସୁରକ୍ଷା ପାଇଁ ଯେତେ ଯୋଜନା

ପ୍ରିୟ ଭାରତ ହୋଇବ ଦିନେ ବିଶ୍ୱରେ ଗଣା ।


ଶିଶୁ ତୁମେ ଆଶା ଅଭିଳାଷ ମାନବ ଜାତିର

ନୂଆ ଭାରତର ଶୈଶବ ସ୍ଵପ୍ନ କେତେ ସୁନ୍ଦର ।।



Rate this content
Log in

Similar oriya poem from Action