Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bela Bhumi

Inspirational

2  

Bela Bhumi

Inspirational

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

1 min
1.8K


ଶୁଭ ଦୀପାବଳୀ ଶୁଭ କାମନା

ଆଲୋକିତ ହେଉ ଚିନ୍ତା ଚେତନା ,

ଘୁଞ୍ଚି ଯାଉ ଯେତେ ଅମା ଅନ୍ଧାର

ଗୁଂଜରିତ ହେଉ ସତ୍ୟର ସ୍ୱର ,

ପ୍ରସ୍ଫୁଟିତ ହେଉ ଜୀବନ କଳି

ସୁଗନ୍ଧ ଯାଉ ତା ମଳୟେ ଖେଳି ,

ଜଗା କାଳିଆକୁ ଏତିକି ଅଳି .....

ବେଳାର ସମସ୍ତ ଶୁଭେଛୁ ମାନଙ୍କୁ

ବେଳାଭୂମିର’ ଏ ‘ସୁ-ଦୀପାବଳୀ’ II

ତପନ ଦୀକ୍ଷିତ (ବେଳାଭୂମି)

୧୮.୧୦.୨୦୧୭


Rate this content
Log in

Similar oriya poem from Inspirational