ତଅପୋଇ
ତଅପୋଇ
ରାକ୍ଷୀ ତୁ ରହିଲୁ ସାକ୍ଷୀ
ମୋ ଭାଇ ରାଜା ମୁଁ ନିରିମାଖୀ
ଖୁଦୁରୁକୁଣୀ ପୂଜା କରେ ତଅପୋଇ
ଭାଇମାନେ ତାର ଫେରି ଆସିବା ପାଇଁ
ସାତ ସାଧବରେ ଗୋଟିଏ ଭଉଣୀ
ଭାଇ ଗଲାପରେ ହୁଏ ଗଉଡ଼ୁଣୀ
ଛେଳି ଚରାଇ ଭାତ ନପାଇ
ଛିଣ୍ଡା ଲେଙ୍କେଡା ପିନ୍ଧିଥାଇ
ଭାଇଙ୍କର ଶୁଭ ମନାସୀ
ଖୁଦରଙ୍କୁଣୀ ଜଣାଏ ଦୟିନୀ
ସାତ ଭାଇ ତାର ଶୁଭେ ଫେରିଲେ
ବୋଇତ ବନ୍ଦେଇବାକୁ ଭାଉଜେ ଆସିଲେ
ଭାଇଙ୍କ ନିର୍ଦେଶ କାଟିବୁ ନାକର ଵଉଳି
ବନସ୍ତରେ ଜେ ରଖାଇ ଛେଳି
ଦୁଃଖ ଦେଲେ ଅପାର
ଯିଏ ଦେଇଛି ସୁଖ ତା ସଙ୍ଗେ ଯିବୁ ଘର
ଏ ଘାଟଣା ଜଣାଏ ଭାଇ ଭଉଣୀ ନିଷ୍ଠା ।
