Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରିୟା
ପ୍ରିୟା
★★★★★

© Dr. Diptiranjan Behera

Tragedy

1 Minutes   6.5K    5


Content Ranking

ଶ୍ରାବଣ ଆସିଛି ହେଲେ, ଶ୍ରାବଣୀ ତ ନାହିଁ

ଝୁରେ ଖାଲି ଏ ମନ, ମୋ ପ୍ରିୟା ପାଇଁ ||


ସାଇତି ରଖିଛି ପ୍ରିୟା, ଗୋଟିଗୋଟି ତୋ ସ୍ମୃତି ସବୁ

ଫେରି ଆସି କାଳେ କେବେ, ପଚାରି ତୁ ଦେବୁ ||


ଭାବିଲୁନି ଗଲାବେଳେ, ଥରୁଟିଏ ପାଇଁ

ତୋ ବିନା ମୁଁ ପ୍ରିୟା, ବଞ୍ଚିବିକି ନାଇଁ ||


ଗଲୁ ଯଦି ଯା ପ୍ରିୟା, ଦୁଃଖ ନାହିଁ ମୋର

ଯଦି କେବେ ଫେରିଆସୁ, ଥିବିହୋଇ ତୋର ||


------


ଦିପ୍ତିରଞ୍ଜନ ବେହେରା

(ବେଣ୍ଟପଦା, ଆଠଗଡ, କଟକ, Email: diptiranjan_behera@yahoo.com)

ଶ୍ରାବଣ ପ୍ରିୟା ବଞ୍ଚିବି

Rate the content


Originality
Flow
Language
Cover design

Comments

Post


Some text some message..