Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ରହିଥା ଖାଲି ଟାକି

ରହିଥା ଖାଲି ଟାକି

1 min
6.9K


ପ୍ରମୋଦ ମହାନ୍ତି


ରାତି ପାହିଲା ସକାଳ ହେଲା ,

କାଉ ଡାକିଲା କା ,

ସତର ଗଲା ଅଠର ହେଲା ,

ଚାହଁରେ ସାଥୀ ଚାହାଁ ।

ପୁରୁଣା ଗଲା ନୂଆ ଆସିଲା ,

ନୂଆ ବାରତା ନେଇ ,

ସଭିଏଁ ଏଠି ପଢିବେ ପାଠ ,

ଅଳସ ମଠ ନାହିଁ ,

ଉଡିଲା ଗୁଡି ଡେଣା ମେଲାଇ ,

କହିଲା ଟାଆ ଟାଆ ,

ଦୁନିଆ ସାରା ସାଥିଏ ମୋର ,

ଖୁସୀରେ ଭଲା ଥାଆ ।

ନୂଆ ପୁରୁଣା ସବୁ ଆମର ,

କେହି ନୁହନ୍ତି ପର ,

ପୁରୁଣା ଗଲେ ନୂଆ ଆସଇ ,

ସମୟ ଟାଣେ ଗାର ,

ଆଜି କାମକୁ ଆଜି କରିବା ,

ରଖିବା ନାହିଁ ବାକି ,

ଆରେ ସାଙ୍ଗ ଲାଗିବ ବାଗ ,

ରହିଥା ଖାଲି ଟାକି ।


Rate this content
Log in

Similar oriya poem from Classics