ମୋ ବୋଉ (ସତ୍ୟ ଅନୁଭବ)
ମୋ ବୋଉ (ସତ୍ୟ ଅନୁଭବ)
ସବୁ ଦୁଃଖ କଷ୍ଟ ଦୂରେ ଠେଲୁ ଥିଲି
ତୋ ହସ ମୁହଁକୁ ଚାହିଁ
ତୁ ଚାଲି ଗଲାରୁ ସେ ସବୁ ଫେରିଲେ
ଅତି ଭୟଙ୍କର ହୋଇ
ତଡିବି କିପରି ସାହସ ଭାଙ୍ଗିଛି
ଶକତି ହୋଇଛି ଦୂର
ମାଆର ଶକତି ଟାଳଇ ବିପତ୍ତି
ସତ୍ୟ ଅନୁଭବ ମୋର
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
ସବୁ ଦୁଃଖ କଷ୍ଟ ଦୂରେ ଠେଲୁ ଥିଲି
ତୋ ହସ ମୁହଁକୁ ଚାହିଁ
ତୁ ଚାଲି ଗଲାରୁ ସେ ସବୁ ଫେରିଲେ
ଅତି ଭୟଙ୍କର ହୋଇ
ତଡିବି କିପରି ସାହସ ଭାଙ୍ଗିଛି
ଶକତି ହୋଇଛି ଦୂର
ମାଆର ଶକତି ଟାଳଇ ବିପତ୍ତି
ସତ୍ୟ ଅନୁଭବ ମୋର
ଚିତ୍ତ ରଞ୍ଜନ ଲେଙ୍କା (କଟକ)©