Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Abstract

2  

Neelima Nivedita Behera

Abstract

କେମିତି କହିବି

କେମିତି କହିବି

1 min
6.7K


କେମିତି କହିବି ଯାତନା କେତେ

କେତେ ମୁଁ ପାଇଛି ପ୍ରେମ

ଯେତେ ମାପିଲେ ବି ଅପୂରା ମାଣକ

ତୁଣ୍ଡେ ମୋ ତୁମରି ନାମ ।

ତୁମେ କହିଥିଲ ପ୍ରେମ ନୁହେଁ ସତ

ସତ ଖାଲି ଏ ଜୀବନ

ପ୍ରେମ ବିନା କିନ୍ତୁ ଜିଇଁ କି ହୁଏ

ଆୟୁଷ ହୁଏ ଯୋଜନ !


Rate this content
Log in

Similar oriya poem from Abstract