Audio

Forum

Read

Contests

Language


Write

Sign in
Wohoo!,
Dear user,
କେମିତି କହିବି
କେମିତି କହିବି
★★★★★

© Neelima Nivedita Behera

Abstract

1 Minutes   6.7K    5


Content Ranking

କେମିତି କହିବି ଯାତନା କେତେ

କେତେ ମୁଁ ପାଇଛି ପ୍ରେମ

ଯେତେ ମାପିଲେ ବି ଅପୂରା ମାଣକ

ତୁଣ୍ଡେ ମୋ ତୁମରି ନାମ ।

ତୁମେ କହିଥିଲ ପ୍ରେମ ନୁହେଁ ସତ

ସତ ଖାଲି ଏ ଜୀବନ

ପ୍ରେମ ବିନା କିନ୍ତୁ ଜିଇଁ କି ହୁଏ

ଆୟୁଷ ହୁଏ ଯୋଜନ !

ଯାତନା ପ୍ରେମ ଆୟୁଷ

Rate the content


Originality
Flow
Language
Cover design

Comments

Post


Some text some message..