Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ୱାର୍ଥର ଦାସ
ସ୍ୱାର୍ଥର ଦାସ
★★★★★

© Chittaranjan Lenka

Inspirational Abstract Others

1 Minutes   6.9K    9


Content Ranking

ମିଛ ମାୟା ଭରା   ଏ ସାରା ଦୁନିଆଁ

କିଏ ତ କାହାର ନୁହେଁ

ସଭିଏଁ ଏଠାରେ   କନ୍ଦାଇ ଯାଆନ୍ତି

ହସାଇ ଶିଖିଛି କିଏ ?


ସଭିଏଁ ଏଠାରେ    ରଙ୍ଗ ବଦଳାନ୍ତି

ଜୀବନ ସରିବା ଯାଏ

ଅସଲ ଚେହେରା   ଦେଖାଇ ଦେବାକୁ

ଚାହୁଁଅଛି ସତେ କିଏ ? ?


ସଭିଏଁ ଧାଆନ୍ତି    ସୁଖର ପଛରେ

ଦୁଃଖି ଦୁଃଖେ ପଡି ରହେ

ଦୁଃଖକୁ ଆଦରି   ଆପଣା କରିବା

ଏ କଥା ଭାବୁଛି କିଏ ? ? ?



ଚିତ୍ତ ରଞ୍ଜନ ଲେଙ୍କା (କଟକ)©

ସ୍ବାର୍ଥର ଦାସ ସଂସାର ମିଛ ମାୟା

Rate the content


Originality
Flow
Language
Cover design

Comments

Post


Some text some message..