Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational

3  

Nilamani Thapa

Inspirational

ବନ୍ଧୁ

ବନ୍ଧୁ

1 min
185


ବନ୍ଧୁ ମଧ୍ୟେ ଏକ         ଉତ୍ତମ ବନ୍ଧୁର

      ବିବେଚିତ ହୁଏ ସିଏ

ଦୁଃଖ ବେଳେ ଯିଏ    ବିନା ସଂକୋଚରେ

     ପାଖେ ଆସି ଠିଆ ହୁଏ । 


ଭୋଗ ଓ ବିଳାସ     ହୋଇଗଲେ ଶେଷ 

      ଯେଉଁ ବନ୍ଧୁ ଦୂର ଯାଏ 

ସେପରି ଲୋକଟି    ଜୀବନ ଯାତ୍ରାରେ

      କେବେ ଦରକାର ନୁହେଁ । 


ବନ୍ଧୁର ଦୁଃଖକୁ     ଦେଖି ଯେଉଁ ଲୋକ

      ପରିହାସେ କଥା କୁହେ

ଅନ୍ତର ଆତ୍ମାକୁ        କଷ୍ଟ ଦେଇଗଲେ 

      ସେ କି ଭଳ ବନ୍ଧୁ ହୁଏ । 


ଭଲ ବନ୍ଧୁଟିଏ       ହେବାକୁ ଚାହିଁଲେ

      ନିଜ ସ୍ୱାର୍ଥ ବଳି ଦେଇ

ସୁଖ ଓ ଦୁଃଖରେ      ପିଛା ନ ଛାଡିଲେ 

      ପ୍ରକୃତ ବନ୍ଧୁ ବୋଲାଇ ।



Rate this content
Log in

Similar oriya poem from Inspirational