Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Reeta aparajeeta Mohanty

Inspirational

4.5  

Reeta aparajeeta Mohanty

Inspirational

ଆଶାବାଡି

ଆଶାବାଡି

1 min
134


ଝିଅର ତ୍ୟାଗର ରଙ୍ଗ ମାପିହୁଏନି

ଝିଅଟିଏ ସିନା ବୁଝେ

ମା ବାପାଙ୍କ ମନ

ସେଥିପାଇଁ ଝିଅକୁ କର

ନିଜ ଆକାଶର ଜହ୍ନ

ବାପା -ମାଙ୍କ ଦୁଃଖରେ ସେ ଦୁଃଖୀ ହୁଏ

ସୁଖରେ ସେ ସୁଖୀ ହୁଏ ।

ଝିଅ ଝିଅ ବୋଲି କାହିଁ

କୁଞ୍ଚିତ କର ମଥା

ଯାହା ଘରେ ଲକ୍ଷ୍ମୀ ପ୍ରତିମା ପରି ଝିଅଟିଏ ଥାଏ

ସେ ବାପା ମାଙ୍କ କଷ୍ଟକୁ

ନିଜର ଭାବି ଦୂର କରିବାକୁ ତତ୍ପର ହୁଏ।

ଝିଅକୁ ଭଲ ପଢେଇଲେ

ସ୍ନେହରେ ବଢ଼େଇଲେ

ସେ ତୁମ ଆଖିରେ ଲୁହ ଆସିବାକୁ ଦେବନି

ଅନ୍ତିମ ସମୟରେ ତୁମର ସାହାରା ହେବ

ସେ ହିଁ ହେବ ତୁମ ଆଶାବାଡ଼ି।



Rate this content
Log in

Similar oriya poem from Inspirational