STORYMIRROR

Sambit Biswal

Inspirational

3  

Sambit Biswal

Inspirational

ସ୍ଵପ୍ନ ଦ୍ଵୀପ

ସ୍ଵପ୍ନ ଦ୍ଵୀପ

1 min
135

ସ୍ଵପ୍ନ ଦ୍ଵୀପ  ସଫଳ ସ୍ଵପ୍ନର ଗନ୍ତାଘର

ସେଠାକୁ ଯିବାର ବାଟଟି ସଂଘର୍ଷ ଓ ଅକ୍ଲାନ୍ତ ପରିଶ୍ରମର


ବାଟରେ ପାଦ ଦେଲେ ଲାଗିଥାଏ କଷ୍ଟକର

କଷ୍ଟ ପରର ସମୟଟି ଅତି ଆନନ୍ଦର।


ପହଞ୍ଚ ମୁହୂର୍ତ୍ତ ସେଠି ସମୟ ହାତରେ

ପହଞ୍ଚି ପାରିବ ସେଠି ନିଜ କର୍ମ ବଳେ।


ଜାଗାଟି ଛୋଟ ବା ବଡ କିମ୍ବା ନିରାକାର

ପାହାଚଟି ଅଙ୍କାବଙ୍କା ବା କଣ୍ଟାର।


ଦେଖି ହୁଏ ନାହିଁ କେବେ ବିନା ‌ ‌କଷ୍ଟରେ

ଦେଖି ପାରିବା ଚେଷ୍ଟା ଓ ଉଦ୍ୟମ ବଳରେ।


ବାଧା ଆସିବ ଲକ୍ଷ୍ୟ ପଥରେ

ହାର୍ ନ ମାନି ପହଞ୍ଚିବା ସ୍ଵପ୍ନ ଦ୍ଵୀପରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational