kahnu charan sahu

Abstract

3  

kahnu charan sahu

Abstract

ଯନ୍ତ୍ରଣା

ଯନ୍ତ୍ରଣା

1 min
180



ହେ ଈଶ୍ୱର 

ମୋ ସହ କାହିଁକି ହୁଏ 

ଏମିତି ବାରମ୍ବାର 

ମୁଁ ଯାହାକୁ ଆପଣାର କରିନିଏ

ପଡିଯାଏ ଆଉ କାହା ନଜର ।


ନା ମୁଁ ସହି ପାରୁଛି 

ନା ମୁ କହି ପାରୁଛି 

କେବଳ ମୁକ ହେଇ

ସହିବାର ଚେଷ୍ଟା କରୁଛି 

ହେଲେ ସୀମାହୀନ ନଈ ପରି

ମୋତେ ଅକ୍ତିଆର କରି ଚାଲିଛି 

ସେ ଯନ୍ତ୍ରଣା ।


ଯଦି ଭାବୁଛି ଏକାଏକା ବସି 

ଅନୁଭବ ହେଉଛି 

ସତେ ଯେମିତି ମୁଁ ଶବ ପାଲଟି ଗଲିଣି,

ସହିବାର ପରିସୀମା ଆଖିରେ

ଲୁହ ସାଗରର ଭ୍ରମ ସୃଷ୍ଟି କରୁଛି ।


Rate this content
Log in

Similar oriya story from Abstract