STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Abstract

2  

ଓଡ଼ିଆ ଗଳ୍ପ ଓ କବିତା - ୧

Abstract

ସତ୍ୟର ଶକ୍ତି

ସତ୍ୟର ଶକ୍ତି

1 min
291

ସତ୍ୟର ଶକ୍ତି

ମନପବନ (ଜାନୁୟାରୀ 2020)

       ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ ସମ୍ପର୍କୀୟ ସଂଘର୍ଷ ପାଇଁ ଗାନ୍ଧିଜୀ ଦରୱାନରୁ ଜୋହାନ୍ସବର୍ଗ ଯାଉଥାନ୍ତି ବାଟରେ ଜଣାପଡିଲା ଯେ, ଇଂରେଜମାନେ ତାଙ୍କୁ ମାରିବା ପାଇଁ ଷଡଯନ୍ତ୍ର କରିଛନ୍ତି

       ଜଣେ ବନ୍ଧୁ ଗାନ୍ଧିଜୀଙ୍କୁ ପ୍ରସ୍ତାବ ଦେଲେ, “ଆମେ ସେଇ ରାସ୍ତାରେ ନଯାଇ ଅନ୍ୟ ଏକ ରାସ୍ତାରେ ଯିବା ”

       ଏହା ଶୁଣି ଗାନ୍ଧିଜୀ କହିଲେ,“ଯଦି ମୁଁ ମରିବା ଭୟରେ ନିଜ କାର୍ଯ୍ୟକ୍ରମ ଛାଡିଦେବି, ତାହାହେଲେ ବଞ୍ଚି ରହି ଲାଭ କଣ ସତ୍ୟପଥରେ ଯଦି ମୋତେ ମରିବାକୁ ହୁଏ, ତାହେଲେ ଏହାଠାରୁ ସୌଭାଗ୍ୟର କଥା ଆଉ କଣ ହୋଇପାରେ ଏପରି କରିବା ଦ୍ୱାରା ମୋର ଲକ୍ଷ୍ୟଭ୍ରଷ୍ଟ ହେବ ନାହିଁ, ବରଂ ସଫଳ ହେବ ”

      ଗାନ୍ଧିଜୀ ସେଇ ରାସ୍ତାରେ ଗଲେ ଆଉ ଯାହାଙ୍କୁ ଗାନ୍ଧିଜୀଙ୍କୁ ମାରିବା ପାଇଁ ନିଯୁକ୍ତ କରାଯାଇଥିଲା ସେ ତାଙ୍କୁ ରକ୍ଷା କରିଥିଲେ      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract