STORYMIRROR

Pramod kumar Biswal

Abstract

5.0  

Pramod kumar Biswal

Abstract

ସ୍ମୃତି

ସ୍ମୃତି

1 min
209

ସ୍ମୃତି କେବେ ଘନ ଅନ୍ଧକାରରେ ସ୍ବପ୍ନ ହୋଇ ଆସେ,

ସ୍ମୃତି କେବେ ସୁନେଲି ସକାଳ କିରଣେ ଆସେ।

ସ୍ମୃତି କେବେ ପ୍ରେମର ପ୍ରଥମ ଛୁଆଁରୁ ତାଜମହଲ ଗଢିହୋଇଆସ,ସ୍ମୃତି କେବେ ପତାରକ ମଣିଷ ଭାବନାରୁ ଆସେ।

ସ୍ମୃତି କେବେ କୋମଳ ଶିଶୁର ହସରୁ ଝରିଆସେ,ସ୍ମୃତି କେବେ ବେଳାଭୂମିର ବାଲି ଶଜ୍ୟାରେ ମନ୍ଦିର ଗଢିହୋଇ ଆସେ।

ସ୍ମୃତି କେବେ ପଥଚଲା ପଥିକର ବିଶ୍ରାମ ଜାଗାରୁ ଆସେ,ସ୍ମୃତି ମୋ ହୃଦୟ ଗହନେ ସବୁବେଳେ ରହି ଆଖି ଲୁହ ହୋଇ ଝରି ଆସେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract