STORYMIRROR

Pramod kumar Biswal

Inspirational

2  

Pramod kumar Biswal

Inspirational

ସଂକଟରେ ମାନବ ସଭ୍ୟତା

ସଂକଟରେ ମାନବ ସଭ୍ୟତା

1 min
160


ସତରେ କେତେ ସୁନ୍ଦର ଏ ଧରା ପୃଥିବୀ,ପ୍ରକୃତି ମାନବକୁ ଦେଲା ତାର ରକ୍ଷଣ ପାଇଁ ।ଏ କଣ କଲା ମାନବ ଏ ପୃଥିବୀରେ ସମସ୍ତ ଜୀବର ଅଧିକାର ଅଛି ରହିବା ପାଇଁ।କିନ୍ତୁ ଏ ନିଷ୍ଠୁର ମାନବ ନିଜ ଭୋଗବିଳାଷ ପାଇଁ ପ୍ରକୃତିର ବିରୋଧରେ ଗଲା।

ଯେଉଁ ପ୍ରକୃତି ମାନବକୁ ସର୍ବ ଶ୍ରେଷ୍ଟ ପ୍ରାଣୀ ବୋଲି ଆଖ୍ୟା ଦେଇଥିଲା।କିନ୍ତୁ ଏ ମାନବ ସେଇ ପ୍ରକୃତିର ରୂପକୁ ଛିନ୍ଭିନ୍ କରିଚାଲିଲା ଗୋଟ ପରେ ଗୋଟେ ଜୀବକୁ ପୃଥିବୀରୁ ନିପାତ କଲା।କେମିତି ସହିବ ପ୍ରକୃତି ତାର ସମସ୍ତ ଅସ୍ଥିତ୍ବ ହରାଇବାକୁ ବସିଛି।ସେଥି ପାଇଁ ପ୍ରକୃତି ଏବେ ପ୍ରତିଶୋଧ ନେବା ପାଇଁ ଉଗ୍ର ହେଉଛି।ଯେଉଁ ମାନବ ସମାଜ ତାର ସମସ୍ତ ଜୀବର ବିପଦର କାରଣ ସେଇ ମାନବକୁ ଉଚିତ୍ ଶିକ୍ଷା ଦବାପାଇଁ ଏ ପ୍ରକୃତିର ଏ ପ୍ରୟାସ ବେଳ ଥାଉ ଥାଉ ପେଡି ସଜାଡି ବା ସମୟ ଆସିଛି। ଯଦି ଏ ନିଷ୍ଠୁର ରାକ୍ଷସ ତୁଲ୍ୟ ମାନବ ଯଦି ନିଜକୁ ନବଦଳାଏ ସମୟ ଆସିବ ସମଗ୍ର ଧରିତ୍ରୀ ମାନବ ଶୂନ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational