STORYMIRROR

Satyanarayan Sahoo

Horror Romance Classics

3  

Satyanarayan Sahoo

Horror Romance Classics

ନିଦ ମାଉସୀ ଲୋ

ନିଦ ମାଉସୀ ଲୋ

2 mins
109

ନିଦ ମାଉସୀ ଲୋ , ନିଦ ମାଉସୀ ଲୋ ଆ ଆ। ପିଲାଟି କୁ

ମନ ଖୋଲି ଶୁଆଇ ଦେଇ ଯାଆ । ଜେଜୀ ମା ଆ ର ଏପରି

ମନ ଭୁଲାନି ଆ କଥା ଶୁଣି ବିନୋଦ ଲାଜେଇ ଯାଏ , ପରେ ପରେ ଗାଢ଼ ନିଦରେ ଶୋଇ ଯାଇଥିଲେ ମୁଁ ବାପାଙ୍କୁ ନିଦରୁ କହି ଉଠାଇବାକୁ ପଡିଥାଏ । ତାପରେ ବୋଉ ମୋ ପାଖକୁ ଆସି ମହାଦେବ ପାର୍ବତୀଙ୍କୁ ସନ୍ତୁଷ୍ଟ କରି ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ଯେତେବେଳେ ଏହି ସମୟରେ ବାପାଙ୍କ ପାଖରେ ପିଲାଟିକୁ ଧରି ତା ମୁଲାୟମ ପାଦରେ ଧାଇଁ ଧାଇଁ ଚାଲି ଆସିଲା ବେଳକୁ ଅନ୍ଧାର ଆଉ ରାତି ହୋଇ ଆସେ । କ୍ରମଶଃ ଏପରି ପ୍ରତି ଦିନ ଲାଗି ରହିଥାଏ। ସଭିଏଁ ହସ ଖୁସୀରେ ଜୀବନ ନିର୍ବାହ କରନ୍ତି । ଲିପୁ ବାବୁଙ୍କ ପରିବାର ସଦସ୍ୟଙ୍କ ସହ ଜଡ଼ିତ ହୋଇ ରହିଲା ପରେ ମୁଁ ତାଙ୍କଠାରୁ ଅନେକ ସମୟରେ ବହୁ ବିଷୟ ଜାଣିଲି । ଚିରାଚରିତ ଅନ୍ଧ ବିଶ୍ବାସର ବଶର୍ବୀ ଏହି ଗାଆଁଟି କରଞ୍ଜିଆ ଅଞ୍ଚଳରେ  । ଶିକ୍ଷା ଓ ଗବେଷଣା ଅଭାବ ରୁ ଗ୍ରାମ ରେ ପ୍ରାଥମିକ ବିଦ୍ୟାଳୟ ପିଲା ମାନେ କିପରି ଭାବରେ ନିର୍ଯୟାତନାର କରାଳ ଗ୍ରାସରେ କବଳିତ ଦେଖିବା ମାତ୍ରେ ମୋର ମନ ବିଚଳିତ ହେଉଥାଏ ।

ଏହି ସମୟରେ ବହୁ ଦିନରୁ ପ୍ରଚଳିତ ନାନା ପ୍ରକାର ଅତ୍ୟାଚାର ବିରୋଧରେ ଧାରଣା ଦେବାକୁ ଲାଗିଲି । କିପରି ଏହି ଗାଆଁଟି

ଅଗ୍ରଗତି କରି ଶିକ୍ଷା , ସ୍ବାସ୍ଥ୍ୟ , ପରି ଅନେକ ସେବା ଯୋଜନାର ସୁଫଳ ପ୍ରାପ୍ତ ହେଇ ଅଗ୍ରଗତି କରିବ ସେ ସମ୍ପର୍କରେ ଚିନ୍ତା କଲେ ମୁଁ ଘରକୁ ଯିବାପରେ ଆମେ ଆମର ଅଧିକାଂଶ ସମୟରେ କେବଳ ଏହି ଗାଆଁଟି ଅବସ୍ଥା ଚିନ୍ତା କରେ । କାରଣ ଏଠାର ଲୋକେ ଭୂତ , ପିଶାଚ, ଡାହାଣୀ , ଗୁଣୀ , ଇତ୍ୟାଦିକୁ ନେଇ ଅଧିକ ଆତଙ୍କିତ । ଗ୍ରାମବାସୀମାନେ ଅନ୍ଧାରରେ ରହିବାକୁ ଭଲ ପାଇବାର ଅଭିନୟ କରିଥିଲେ ବି ମୁଁ ପରୀକ୍ଷା କରି ଏହି ଅଭିପ୍ରାୟ ବୁଝି ପାରିଲି । ତାପରେ ଲୋକଙ୍କୁ ବୁଝାଏ , ଲୋକେ ଯିଏ ଯାହା ଯେଝା କାର୍ଯ୍ୟରେ ଲାଗିଲେ ବି ସତ କୁ କେହି ଜଣେ ଗୁଣିଆକୁ ଯୋଗାଯୋଗ କରିବା ନିମନ୍ତେ ସେଠାକୁ ପଠାଇଥିଲେ ମଧ୍ୟ ଏହି ଗାଆଁଟି କରଞ୍ଜିଆ ଡ଼ାକ୍ତରଖାନାକୁ ରଗୀ ନେବା ଆଣିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଅନେକ ସମୟରେ କେବଳ ଗୋଟିଏ ଗାମୁଛା ରେ ଔଷଧୀୟ ବ୍ୟବହାର ପାଇଁ ପୋଥି ନେଇ ଫେରନ୍ତି । ଏଠାକାର ଆରାଧ୍ୟ ଦେବୀଙ୍କ ଆଦେଶ ଅନୁଯାୟୀ ଲୋକେ ଭୂତ ବେତାଳ ଆଦି ବହୁ ବିଷୟ ଗୁଡ଼ିକୁ ପକାଇ ଅଳ୍ପ ପାଣି ଦେଇ ଚାଉଳକୁ ଧୋଇ ଲୁଣ ହଳଦୀଗୁଣ୍ଡ ଓ ଏହି ପୋଥି ଦେଇ ରୋଗ ଆରୋଗ୍ୟ କାମନା କରି ବାର ବିଧି କେଉଁ କାଳରୁ ଚାଲି ଆସିଥିବା କୁକୁଡ଼ାପୂଜାର ଭୀଷଣ ତର ମହିମା ଆମ୍ଭେ ବୁଲିବୁଲି ଦେଖିଲୁ । ତାପରେ ପିଲାଟି ର ବାପା ଆସି ପହଂଚିଲେ ପାହାଡର ପାଦଦେଶରେ ଅବସ୍ଥିତ ଏକ ଗ୍ରାମ ରେ ସେ ହତ୍ୟା ମାମଲା ଟିଏ ବିଷୟ ରେ କହିଲେ । 

ଯେଉଁ ଥିରୁ ବେଶ୍ କିଛି ରୋମାଞ୍ଚ ଓ ଶିକ୍ଷା ମିଳିଲା ।

ଭୂତ ପିଶାଚ ଡାହାଣୀ ଗୁଣୀ ପରି ଅବନ୍ତର କଥାକୁ ନେଇ କିପରି ହତ୍ୟା କାଣ୍ଡ ହେଉଛି ଏକ ଉଦାହରଣ ସ୍ୱରୂପ ।

ଦେଖି ବାକୁ ଗଲେ ସାଂପ୍ରତିକ ସମାଜରେ ପ୍ରଚଳିତ ଭ୍ରାନ୍ତ ଧାରଣା ଭୂତ ପିଶାଚ ଡାହାଣୀ ଗୁଣୀ ଇତ୍ୟାଦିର ବିଶ୍ୱାସ କିପରି ଭାବରେ ଜନଜୀବନ କବଳିତ ,ପ୍ରଭାବିତ କରି ,ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ପ୍ରଭାବିତ କରିଛି ଏଥିରୁ ଜଣାପଡିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror